You are here
ଓଡ଼ିଶା ନିମନ୍ତେ ପ୍ରାର୍ଥନା
Downloads:
ପ୍ରିୟ ବନ୍ଧୁଗଣ, ବହୁତ ଖୁସିର ସହିତ ଅମେ ଆପଙ୍କୁ ଜଣାଉ ଅଛୁ ଜେ, ପ୍ରଭୁଙ୍କ ଅପାର ଦୟାରୁ ଆମର "ଓଡ଼ିଶା ନିମନ୍ତେ ପ୍ରାର୍ଥନା" ସଂଗୀତ ଆଲବମ୍ ଉତ୍ତମ ଭାବେ ଗତ ଡିସେମ୍ବର ମାସ 2015 ରେ ମୁକ୍ତିଲାଭ କରିଅଛି. ଏହା ଓଡ଼ିଆ ଭାଷୀ ଓ ଓଡ଼ିଶାର ଅଶିର୍ବାଦ ନିମନ୍ତେ ଆରାଧକ୍ ମ୍ୟୁସିକ୍ ଦ୍ବାରା ପ୍ରସ୍ତୁତ କରାଯାଇଅଛି. ଆମେ, ଆରାଧକ ସଂଗୀତ ଦଳ, ଓଡ଼ିଶା ନିମେନ୍ତେ ଆଶା ଓ ପ୍ରାର୍ଥନା କରୁ କରୁ ଏହି ବିଶେଷ ଉପଲବ୍ଧି ନିମନ୍ତେ ଇଶ୍ୱରଙ୍କୁ ଅଶେଷ ଅଶେଷ ଧନ୍ୟବାଦ ପ୍ରକାଶ କରୁଅଛୁ. ଆପଣ ଏହି ପୃଷ୍ଠାରେ ଏହି ଆଲବମର ଗୀତ ଗୁଡ଼ିକୁ ଶୁଣି ପାରିବେ ଏବଂ ଡାଉନଲୋଡ଼ ମଧ୍ୟ କରିପାରିବେ. ଅଧିକ ସୂଚନା କିମ୍ବା ଆଲବମ କିପରି ପାଇ ପରିବେ ଏଥି ନିମନ୍ତେ ଆପଣ ଆମକୁ ଦିଆ ଯାଇଥିବା ଠିକଣାରେ ସଂପର୍କ କରି ପାରିବେ. ଅଶେସ୍ ଧନ୍ୟବାଦ!
ପ୍ରଭୂଙ୍କ ଗୌରବ ହେଉ.
ଭାଇ. ଜି ବି ଅମର୍
facebook ରେ ଫୋଲୋ କରନ୍ତୁ
ଏଠାରେ ଏହି ଟ୍ରେଲର୍ ଦେଖନ୍ତୁ
Copyright © 2023, odiabible.com