ଏହି ପ୍ରୁଷ୍ଠା ରେ ଆପଣ ଅନେକ ବହି ପଢି ପାରିବେ ଜାହା ଓଡିଶା କିମ୍ବା ଓଡ଼ିଆ ବିଷୟ ରେ ବିଭିନ୍ନ ଭାଷା ରେ ଲିପିବଧ ହୋଇଅଛି.
୧. ଓଡ଼ିଆ ଇନ ଏ ସ୍ମଲ ବାଇଟ୍ସ- ଏହା ନେଇଲ୍ ଏରିକ୍ ୱେ ଗେ ଦ୍ବାର ଲିଖିତ ଏକ ଭାଷା ଶିଖିବା ନିମନ୍ତେ ଏକ ସାହାଯ୍ୟ ପୁସ୍ତିକ. ହେ ଜଣେ ଗଣୀତଜ୍ଞ ଏବଂ ସଂଗୀତ ଜ୍ଞ, ଯେ ଡେନମାର୍କ ରୁ ଆସି କିଛିବର୍ଷ ଭୁବନେଶ୍ବର, ଓଡ଼ିଶା ରେ ବସବଶ କରିଥିଲେ. ଏହି ପୁସ୍ତକଟିକୁ ବିଦେଶୀ ଏବଂ ଅଣ-ଓଡ଼ିଆ ମାନଙ୍କ ପାଈଂ ଲେଖିଥିଲେ.
ନିନ୍ମରେ ଥିବା ଫର୍ମ ବ୍ୟବହାର କରି ଆପଣ ଆମ୍ଭ ପାଖକୁ ଚିଠି/ସନ୍ଦେଶ ପଠାଇ ପାରିବେ । ଯଦି ଆପଣ ଆମ୍ଭଠାରୁ କୌଣସି ଉତ୍ତର ଚାହୁଁ ନାହାନ୍ତି, ତାହାହେଲେ ନିଜର ନାମ ଓ ଇମୈଲ୍ ଆଡ୍ରେସ୍ ଦେବା ଆବଶ୍ୟକ ନାହି ।